Indus Valley Times

ଏସ୍‌ସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ମଙ୍ଗଳାବାଗ ଥାନାରେ ଏତଲା

 Breaking News

ଏସ୍‌ସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ମଙ୍ଗଳାବାଗ ଥାନାରେ ଏତଲା

ଏସ୍‌ସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ମଙ୍ଗଳାବାଗ ଥାନାରେ ଏତଲା
August 13
16:34 2024

କଟକ, ୧୩/୮: କଟକ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ସଂପର୍କୀୟଙ୍କ ପକ୍ଷରୁ ଏତଲା ଦିଆଯାଇଛି।
କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଏହି ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଗତ ରବିବାର ଦିନ ଏହି ଘଟଣା ଘଟିଥିବା ନେଇଏସଡିପିଓ ଅନିଲ ମିଶ୍ର ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930