Indus Valley Times

Technology

ବୌଦ୍ଧ ବିଧାୟକ ଗତ ସାଧାରଣ ନିର୍ବାଚନରେ ଦାଖଲ କରିଛନ୍ତି ମିଥ୍ୟା ସତ୍ୟପାଠ -ବିଜେଡି

    ବୌଦ୍ଧ ବିଧାୟକ ଗତ ସାଧାରଣ ନିର୍ବାଚନରେ ଦାଖଲ କରିଛନ୍ତି ମିଥ୍ୟା ସତ୍ୟପାଠ -ବିଜେଡି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୭ : ବିଗତ ୨୦୨୪ ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଜେପି ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ଅନେକ ଅନିୟମିତତା ଅଛି ।. ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କନାମରେ ସର୍ବମୋଟ ୦୫ଟି କେଶ ଥିବା ଉଲ୍ଲେଖ

Read Full Article

ଡିସ୍‌ଚାର୍ଜ ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

    ଡିସ୍‌ଚାର୍ଜ ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ମୁମ୍ବାଇ, ୭/୭: ଦୀର୍ଘ ଦିନର ଚିକିତ୍ସା ପରେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି ।ମୁମ୍ବାଇସ୍ଥିତ ଧିରୁଭାଇ ଅମ୍ବାନୀ କୋକିଲା ବେନ ହସ୍ପିଟାଲରୁ ବିଦାୟ ନେବାବେଳେ ନବୀନଙ୍କର ଏକ ଭିଡ଼ିଓ

Read Full Article

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ

    କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୭/୭ : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଏନେଇ ସୋମବାର କନ୍ଧମାଳ ଜିଲ୍ଲା

Read Full Article

ସ୍ପଷ୍ଟ ହେଲା ଚିତ୍ର: ପୁଣି ସଭାପତି ଆସନରେ ବସିବେ ମନମୋହନ ସାମଲ

    ସ୍ପଷ୍ଟ ହେଲା ଚିତ୍ର: ପୁଣି ସଭାପତି ଆସନରେ ବସିବେ ମନମୋହନ ସାମଲ

ଭୁବନେଶ୍ୱର,୭/୭: ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିଛନ୍ତି ମନମୋହନ ସାମଲ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫଳରେ ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା

Read Full Article

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭/୭ : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ଭକ୍ତକବି

Read Full Article

ନୟାଗଡରେ ଗୃହରକ୍ଷୀ ଚୟନ ବିଜ୍ଞାପନ ସର୍ତ୍ତାବଳୀ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି : କଂଗ୍ରେସ

    ନୟାଗଡରେ ଗୃହରକ୍ଷୀ ଚୟନ ବିଜ୍ଞାପନ ସର୍ତ୍ତାବଳୀ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି : କଂଗ୍ରେସ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୬/୭ : ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଜିଲ୍ଲା ଏସପି ତଥା ସମାଦେଷ୍ଟା ଙ୍କ ଦସ୍ତଖତରେ ଜିଲ୍ଲା

Read Full Article

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

    ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୭: କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ

Read Full Article

ମହଣ ମହଣ ସୁନାରେ ଝଟକୁଛନ୍ତି ଚତୁର୍ଦ୍ଧାମୂରତି, ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

    ମହଣ ମହଣ ସୁନାରେ ଝଟକୁଛନ୍ତି ଚତୁର୍ଦ୍ଧାମୂରତି, ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

ପୁରୀ, ୬/୭ : ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ

Read Full Article

ହୀରାକୁଦରେ ଖୋଲିଲା ଆଉ ୮ ଗେଟ୍, ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

    ହୀରାକୁଦରେ ଖୋଲିଲା ଆଉ ୮ ଗେଟ୍, ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର, ୬/୭ : ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ରବିବାର ସକାଳେ ୧୨ ଟି ଗେଟ ଖୋଲାଯାଇଥିଲା। ଆଉ ଏବେ ୮ ଟି

Read Full Article

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

    ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ୱର, ୬/୭ : ସାରା ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର

Read Full Article

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031