Indus Valley Times

Technology

ଜିଲ୍ଲା ପ୍ରଶାସନ ଆଦିବାସୀ ଶୋଷଣ ନୀତିକୁ ବିରୋଧକରି ଶତାଧିକ ଆଦିବାସୀ ଜିଲାପାଳ କାଯ୍ୟାଳୟ ଘେରିଲେ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୧/୨: ଜିଲ୍ଲାରେ ଆଦିବାସୀ ମାନଙ୍କୁ ଜିଲ୍ଲାପ୍ରଶାସନର ଶୋଷଣ ନୀତିକୁ ବିରୋଧ କରି ମୂଳନୀବାସୀ ୟୁନାଇଟେଡ଼ ଫୋରମ ଓଡିଶା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।ଆଦିବାସୀ ନେତାଙ୍କ କହିବା ଅନୁଯାଇ ଜିଲ୍ଲାରେ

Read Full Article

ଫେବୃଆରୀ ୨୨ରୁ ମାର୍ଚ୍ଚ ୨ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା, ବିକ୍ରି ହେବ ହାତ ତିଆରି ଜିନିଷ

    ଫେବୃଆରୀ ୨୨ରୁ ମାର୍ଚ୍ଚ ୨ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା, ବିକ୍ରି ହେବ ହାତ ତିଆରି ଜିନିଷ

ଭୁବନେଶ୍ୱର,୨୧/୨: ମହିଳାମାନଙ୍କୁ ଆହୁରି ସଶକ୍ତ କରିବାକୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ଆସନ୍ତାକାଲିଠାରୁ ଏହି ମେଳା ଆରମ୍ଭ ହେବ । ୨୦୪୭ରେ ବିକଶିତ ଓଡ଼ିଶା ଓ ବିକାଶ ଭାରତ ପାଇଁ ମହିଳା ସଶକ୍ତିକରଣ ହେବ ମୂଳ ପିଣ୍ଡ ।

Read Full Article

ରାଜ୍ୟରେ ୨୪ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା, ୨୫ ପରେ ବଦଳିବ ପାଗ

    ରାଜ୍ୟରେ ୨୪ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା, ୨୫ ପରେ ବଦଳିବ ପାଗ

ଭୁବନେଶ୍ୱର,୨୧/୨ : କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ। ତେବେ ଆସନ୍ତା ୨୫ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ

Read Full Article

ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର: ରାତିରେ ଭୋଜି ଖାଇଥିଲେ, ସକାଳୁ ଚାଲିଗଲେ

ସୋର,୨୧/୨ : ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ଗାଁରେ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ। ହଠାତ୍ ତାଙ୍କ ପେଟ କାଟିବାକୁ ସେ ଅସୁସ୍ଥ ହୋଇ ତଳେ

Read Full Article

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

କଟକ,୨୧/୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ।ସେହିପରି

Read Full Article

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ବୁଧବାର ଦିନ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ

Read Full Article

ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

    ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ, ୨୦/୨ : ଝିଅ ଖୋଜୁଥିଲା ମା’କୁ। ଶ୍ୱଶୁର ଖୋଜୁଥିଲେ ବୋହୂକୁ। ଡ୍ରାଇଭର ଖୋଜୁଥିଲେ ମାଡାମଙ୍କୁ। ଘରେ କାମ କରୁଥିବା ଦୁଇ ସହାୟକ ଖୋଜୁଥିଲେ ସେମାନଙ୍କ ମାଲିକାଣୀଙ୍କୁ।

Read Full Article

କିଟ୍ ମାମଲା : ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୨: କିଟ୍ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି

Read Full Article

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଅଭିଯୁକ୍ତ ଥାନାରେ ଅଟକ

    ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଅଭିଯୁକ୍ତ ଥାନାରେ ଅଟକ

କାଲିମେଳା,୨୦/୨: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ

Read Full Article

ହୀରାକୁଦ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଟାର୍ଗେଟ, କହିଲେ- ମୁଁ ୨୪ ବର୍ଷର କଥା ଆଉ ଦୋହରାଇବାକୁ ଚାହୁଁନି

    ହୀରାକୁଦ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଟାର୍ଗେଟ, କହିଲେ- ମୁଁ ୨୪ ବର୍ଷର କଥା ଆଉ ଦୋହରାଇବାକୁ ଚାହୁଁନି

ଭୁବନେଶ୍ୱର,୨୦/୨ : ବିଧାନସଭାରେ ମହାନଦୀ ପ୍ରସଙ୍ଗଙ୍କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବିଧାନସଭା ପ୍ରଶ୍ନକାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ

Read Full Article

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30