Indus Valley Times

Technology

ଆସନ୍ତୁ ହାତ ମିଳାଇବା, ସମସ୍ତ ଟ୍ରାଫିକ ନିୟମ ମାନିବା; ଜୀବନ ସୁରକ୍ଷିତ ରଖିବା : ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକ

    ଆସନ୍ତୁ ହାତ ମିଳାଇବା, ସମସ୍ତ ଟ୍ରାଫିକ ନିୟମ ମାନିବା; ଜୀବନ ସୁରକ୍ଷିତ ରଖିବା : ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକ

ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକକଟକ, ୮/୯ : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତେ ଏକାଠି ହୋଇ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ। ଟ୍ରାଫିକ ନିୟମ ମାନିବା କେବଳ ଆଇନଗତ ଦାୟିତ୍ୱ ନୁହେଁ, ଏହା

Read Full Article

ଗଜପତି: ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କ ସମନ୍ୱୟ ବୈଠକ: ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଅଧିକ ଗୁରୁତ୍ୱ

    ଗଜପତି: ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କ ସମନ୍ୱୟ ବୈଠକ: ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଅଧିକ ଗୁରୁତ୍ୱ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୮/୯ : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୃହ ବିଭାଗର ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ

Read Full Article

୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ

    ୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର, ୮/୯ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ଏବେ ତତ୍ପର ହୋଇଉଠିଛନ୍ତି ଓଡ଼ିଶା ସରକାର। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନାଗରିକଙ୍କ ଧନଜୀବନର ସୁରକ୍ଷାକୁ ଆଖିଆଗରେ ରଖି ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

Read Full Article

କଟକ ବରିଷ୍ଠ ନାଗରିକ ମହାସଭା କାର୍ଯ୍ୟାଳୟର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ,ମେୟରଙ୍କ ସହ ଆଲୋଚନା

    କଟକ ବରିଷ୍ଠ ନାଗରିକ ମହାସଭା କାର୍ଯ୍ୟାଳୟର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ,ମେୟରଙ୍କ ସହ ଆଲୋଚନା

ବରଦା ଦାସଙ୍କ ରିପୋର୍ଟକଟକ ,୯/୮: କଟକ ଜିଲ୍ଲାପାଳ ଓ ପୌର ମହାନଗର ନିଗମ ମେୟର ସୁବାସ ସିଂ ଙ୍କ ସହ କଟକ ବରିଷ୍ଠ ନାଗରିକ ମହାସଭାର ସଭାପତି ଡାକ୍ତର କୃପାସିନ୍ଧୁ ପଣ୍ଡା ଙ୍କ ନେତୃତ୍ୱରେ କେନ୍ଦ୍ର ସ୍ଥଳରେ ଏକ କାର୍ଯ୍ୟାଳୟ ଓ

Read Full Article

ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଯାପିତ: ଭକ୍ତିମୟ ପରିବେଶରେ ସରିଲା, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

    ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଯାପିତ: ଭକ୍ତିମୟ ପରିବେଶରେ ସରିଲା, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୭/୯: ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ସପ୍ତ ଦିନ ବ୍ୟାପୀ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଭକ୍ତିମୟ ପରିବେଶରେ ସୋମବାର

Read Full Article

ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

    ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୯: ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Read Full Article

କାଲାମ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ : କାଲାମଙ୍କ ସ୍ୱପ୍ନକୁ ରଙ୍ଗ ଓ ଜ୍ଞାନରେ ଜୀବନ୍ତ କଲେ ଛାତ୍ରଛାତ୍ରୀ

    କାଲାମ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ : କାଲାମଙ୍କ ସ୍ୱପ୍ନକୁ ରଙ୍ଗ ଓ ଜ୍ଞାନରେ ଜୀବନ୍ତ କଲେ ଛାତ୍ରଛାତ୍ରୀ

ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ

Read Full Article

୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍‌ଆଇ ଓ ଏଆର୍‌ଆଇ

    ୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍‌ଆଇ ଓ ଏଆର୍‌ଆଇ

ପିପିଲି/ ପୁରୀ,୭/୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ

Read Full Article

କ୍ରୀଡ଼ା ସଂଗଠନର ପଦବୀରେ ଲାଗିବ ଲଗାମ!୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା

    କ୍ରୀଡ଼ା ସଂଗଠନର ପଦବୀରେ ଲାଗିବ ଲଗାମ!୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୯:କ୍ରୀଡ଼ା ପଡ଼ିଆରେ ପ୍ରତିଭାର ପରୀକ୍ଷା ହୁଏ,କିନ୍ତୁ କ୍ରୀଡ଼ା ସଂଗଠନରେ ନେତୃତ୍ୱର ପରୀକ୍ଷା ହୁଏ ସ୍ୱଚ୍ଛତା,ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପିଢ଼ି ପରିବର୍ତ୍ତନ ମାଧ୍ୟମରେ।ଦୀର୍ଘବର୍ଷ

Read Full Article

କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ : ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?

    କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ : ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୯: କ୍ରୀଡ଼ା କେବଳ ପଡ଼ିଆରେ ପଦକ ଜିତିବାର ଲଢ଼େଇ ନୁହେଁ;ଏହା ଏକ ପିଢ଼ିର ଅନୁଭବକୁ ପରବର୍ତ୍ତୀ ପିଢ଼ିର ଉତ୍ସାହ ସହ ଯୋଡ଼ି

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930