Indus Valley Times

Tag "Bhadrak district"

ପାରିବାରିକ କଳହରୁ ସର୍ବନାଶ, ମାଆ ଓ ପୁଅକୁ ହତ୍ୟା କଲା ବାପା

ଭଦ୍ରକ,୨୪/୭: ତଣ୍ଟିଚିପି ମା-ପୁଅଙ୍କୁ ହତ୍ୟା କଲା ବାପା । ମଦ ନିଶାରେ ଉଜାଡିଦେଲା ପୁରା ପରିବାର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଜଣେ ମଦ୍ୟପ ସ୍ୱାମୀ, ପତ୍ନୀ ଓ

Read Full Article

ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ, ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

    ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ, ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

ଭଦ୍ରକ,୬/୭ : ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି

Read Full Article

ବାଡିରୁ ଆମ୍ବ ଖାଇଦେଲେ ଛୋଟ ପିଲା, ନିସ୍ତୁକ ପିଟିଲେ ମାଲିକ

    ବାଡିରୁ ଆମ୍ବ ଖାଇଦେଲେ ଛୋଟ ପିଲା, ନିସ୍ତୁକ ପିଟିଲେ ମାଲିକ

ଭଦ୍ରକ,୧୪/୪: ବାଡ଼ିରେ ପେନ୍ଥା ପେନ୍ଥା ହୋଇ ଆମ୍ବ ଓହଳିଥିବା ଦେଖି ନାବାଳକଙ୍କ ଲୋଭ ସମ୍ଭାଳି ନଥିଲା। ଗଛରୁ ଆମ୍ବ ତୋଳିବା ପାଇଁ ଜଣଙ୍କ ବାଡ଼ିକୁ ପଶି ଯାଇଥିଲେ। ପିଲାମାନେ ଆମ୍ବ ତୋଳିବା ସମୟରେ ମାଲିଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।ପିଲାଙ୍କୁ ଆମ୍ବ ତୋଳୁଥିବା ମାଲିକ

Read Full Article

ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

    ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ,୬/୪: ବିଲରେ ଖେଳୁଥିବା ବେଳେ ୪ ଜଣ ଶିଶୁ କୀଟନାଶକ ପିଇ ଦେଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଏହି ଘଟଣା।ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ

Read Full Article

ପଶ୍ଚିମା ଝଡ଼ ପ୍ରଭାବ: ଅଧ ଘଣ୍ଟାରେ ୫ ହଜାର ୪ ଶହ ଥର ବିଜୁଳି ଘଡ଼ଘଡ଼ି

    ପଶ୍ଚିମା ଝଡ଼ ପ୍ରଭାବ: ଅଧ ଘଣ୍ଟାରେ ୫ ହଜାର ୪ ଶହ ଥର ବିଜୁଳି ଘଡ଼ଘଡ଼ି

ଭଦ୍ରକ,୨୯/୩ : ବିଜୁଳି ଘଡ଼ଘଡ଼ି ମାରିବାରେ ଆଜି ସର୍ବକାଳୀନ ରେକର୍ଡ। ଆଜି ଅପରାହ୍ନରେ ଅଧଘଣ୍ଟାରେ ମାରିଛି ୫ ହଜାର ୪ ଶହ ଥର ବିଜୁଳି। ଭଦ୍ରକ ଜିଲ୍ଲା

Read Full Article

ଖୁସିରେ ଲାଗିଲା ଗ୍ରହଣ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇ ଦୁର୍ଘଟଣାରେ ଗଲା ଜୀବନ

ଖୁସିରେ ଲାଗିଲା ଗ୍ରହଣ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇ ଦୁର୍ଘଟଣାରେ ଗଲା ଜୀବନଭଦ୍ରକ,୨୦/୩ : ସାଙ୍ଗ ଜନ୍ମ ଦିନ ଥିବାରୁ ହସଖୁସିରେ ଗିଫ୍ଟ ଧରି ସାଙ୍ଗ

Read Full Article

ଡାକ୍ତରଖାନାର ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରିପକାଇଲେ ସିଡିଏମ୍ଓ

    ଡାକ୍ତରଖାନାର ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରିପକାଇଲେ ସିଡିଏମ୍ଓ

ଭଦ୍ରକ,୧/୨: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଛନ୍ତି ଜଣେ ଫେକ୍ ଡାକ୍ତର। ବେକରେ ଷ୍ଟେଥୋ ପକାଇ ଡାକ୍ତରଖାନାର ପ୍ରସୂତି ବିଭାଗରେ ସେ ବୁଲୁଥିଲେ। ଜିଲ୍ଲା ମୁଖ୍ୟ

Read Full Article

ମେମୁ ଟ୍ରେନ ଦାବିରେ ରେଳ ରୋକ, ଧାରଣାରେ ବସିଲେ ବିକ୍ଷୋଭକାରୀ

ଭଦ୍ରକ,୭/୧: ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍।

Read Full Article

ସମ୍ପର୍କରେ ଲାଗିଲା ରକ୍ତର ଛିଟା, କୋଦାଳ ବେଣ୍ଟରେ ପିଟି ବାପାକୁ ମାରିଲା ପୁଅ

    ସମ୍ପର୍କରେ ଲାଗିଲା ରକ୍ତର ଛିଟା, କୋଦାଳ ବେଣ୍ଟରେ ପିଟି ବାପାକୁ ମାରିଲା ପୁଅ

ଭଦ୍ରକ,୧୯/୧୨: ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା

Read Full Article

ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?

    ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?

ଭଦ୍ରକ,୮/୧୨: ‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍ ଅଛି।

Read Full Article

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930