ଭୁବନେଶ୍ବର,୧୨/୧୨: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି
Tag "Bhubaneswar"
ଭୁବନେଶ୍ବର,୧୧/୧୨: ଚଳନ୍ତା କାରରେ ଲାଗିଲା ନିଆଁ ଲାଗିଛି। ପ୍ରତକ୍ଷ୍ୟଦର୍ଶୀମାନେ ଆଖି ଆଗରେ ଘଟିଯାଉଥିବା ଦୁର୍ଘଟଣାକୁ ସବୁ ଦେଖୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖସିର କଥା
ଭୁବନେଶ୍ୱର,୧୦/୧୨: ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍। ଭୁବନେଶ୍ୱରରେ ଏହି ଡିଲ୍ କରାଯାଇଥିଲା। ଆଉ ଡିଲ୍ କରିଥିଲା ବିଜେଡି। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର
ଭୁବନେଶ୍ୱର,୧୦/୧୨ :ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଏ ସମ୍ପର୍କରେ ଆସନ୍ତା ସୋମବାର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ
ଭୁବନେଶ୍ୱର,୧୦/୧୨: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ
ଭୁବନେଶ୍ୱର,୮/୧୨: ଆସିଛି ପଦ୍ମପୁର ଉପ-ନିର୍ବାଚନ ଫଳାଫଳ। ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ୪୨ ହଜାର ୬୭୯ ଖଣ୍ଡ ଭୋଟ୍ରେ ସେ ତାଙ୍କ
ଭୁବନେଶ୍ୱର, ୬/୧୨: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ
ଭୁବନେଶ୍ୱର,୫/୧୨: କୋର୍ଟରୁ ବାହାରିବା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପୁଲିସ୍ ଉପରେ ବର୍ଷିଛନ୍ତି। ଆଉ ପଚାରିଛନ୍ତି ଅନେକ ପ୍ରଶ୍ନ।କହିଛନ୍ତି, ସୋ’ କଲ୍ଡ ଭିକ୍ଟିମ୍ମାନେ ଲୁଚୁଛନ୍ତି କାହିଁକି?
ଭୁବନେଶ୍ୱର,୫/୧୨:: ରାଜଧାନୀ ଭୁବନେଶ୍ୱରରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ
ଭୁବନେଶ୍ୱର,୫/୧୨ : ଭୋଟ ଦେଉଛି ପଦ୍ମପୁର । ନିଜ ନେତା ବାଛିବାକୁ ସକାଳୁ ସକାଳୁ ଧାଡିରେ ଭୋଟ ଦେଉଛନ୍ତି ପଦ୍ମପୁର ବାସୀ । ତେବେ ସକାଳ ୯ଟା