Indus Valley Times

Tag "Bhubaneswar"

ଭିଜିଲାନ୍ସ ପଞ୍ଝାରେ ଜଳ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର

    ଭିଜିଲାନ୍ସ ପଞ୍ଝାରେ ଜଳ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର

ଭୁବନେଶ୍ୱର,୨୯/୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଏହି ଚଢ଼ାଉ ହୋଇଛି।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।

Read Full Article

ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ

    ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ

ଭୁବନେଶ୍ୱର,୨୮/୩ : ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାବେଳେ ଏପ୍ରିଲ ୧୬ରୁ ୨୮

Read Full Article

ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ବ, ଓଇଆରସିର ଅଧକ୍ଷ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର,୨୮/୩ : ପୁଣି ଫେରିଲେ ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଦୀପଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ

Read Full Article

ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ

    ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ

ଭୁବନେଶ୍ବର,୨୮/୩: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Read Full Article

ରାଜଧାନୀରୁ ଗୋରୁ ଗାଡ଼ି ଜବତ କଲେ ଗୋସେବକ, ଗାଡ଼ି ଛାଡ଼ି ଚାଳକ ଫେରାର

ଭୁବନେଶ୍ୱର,୨୮/୩ : ଶୁକ୍ରବାର ସକାଳେ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ‘ଗୋ ସେବକ’ ସଦସ୍ୟଙ୍କ ଏକ ଦଳ ଗୋରୁ ପରିବହନ କରୁଥିବା ଏକ ଗାଡ଼ିକୁ ଅଟକାଇଛନ୍ତି। ଗାଡ଼ିଟିକୁ ଅଟକାଇବା

Read Full Article

ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ: ପିଲା ଖାଇବେ ଅଣ୍ଡା-ଲଡୁ

    ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ: ପିଲା ଖାଇବେ ଅଣ୍ଡା-ଲଡୁ

ଭୁବନେଶ୍ୱର, ୨୭/୩ : ରାଜ୍ୟରେ ବିଦ୍ୟାଳୟରେ ବଢ଼ୁଥିବା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି ।ଏଣିକି ମଧ୍ୟାହ୍ନ

Read Full Article

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ, ବିଜେପି କହିଲା- ପ୍ରଶ୍ନକାଳ ଠିକ୍‌ରେ ଚାଲୁ

ଭୁବନେଶ୍ୱର, ୨୭/୩ : କଂଗ୍ରେସ ପରେ ଆଜି ବିଜେଡ଼ି ସଦସ୍ୟମାନେ ଗୃହରେ କିଛି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ଯାହାକି ଅତ୍ୟନ୍ତ ଅଶୋଭନୀୟ କହିଲେ ଅତ୍ୟୁକ୍ତି

Read Full Article

ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ

    ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ

ଭୁବନେଶ୍ବର, ୨୬/୩ : ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି,

Read Full Article

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ବଡ ଆକ୍ସନ, ୧୨ କଂଗ୍ରେସ ବିଧାୟକଙ୍କୁ ୭ ଦିନ ବିଧାନସଭା ମନା

ଭୁବନେଶ୍ୱର, ୨୫/୩ : ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାରମ୍ବାର ତାଗିଦ

Read Full Article

ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

    ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,୨୩/୩ : ମହାନଦୀ ଜଳ ବିବାଦ ନେଇ ବିଜେଡିକୁ କଡ଼ା ଭର୍ତ୍ସନା କରିଛି ଭାଜପା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଶାସନରେ ଥିଲା ବେଳେ ସମାଧାନ

Read Full Article

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031