Indus Valley Times

ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ

 Breaking News

ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ

ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ
March 28
19:57 2025

ଭୁବନେଶ୍ୱର,୨୮/୩ : ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାବେଳେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଚାଲିବ। ଏହାପରେ ମେ ୧୫ରେ ରେଜଲ୍ଟ ପ୍ରକାଶ ପାଇବ।
ସୂଚନାଥାଉ କି, ୭୮ଟି ଅଫଲାଇନ, ୭୦ଟି ଅନଲାଇନ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ କରିବା ପାଇଁ ୧୬ ହଜାର ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସୂଚନା ଦେଇଛି ବୋର୍ଡ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31