Indus Valley Times

Tag "Nuapada"

ରାସ୍ତା ମଝିରେ ପୁଅକୁ ଟାଙ୍ଗିଆରେ ହାଣିଲା, ପରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା

    ରାସ୍ତା ମଝିରେ ପୁଅକୁ ଟାଙ୍ଗିଆରେ ହାଣିଲା, ପରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା

ନୂଆପଡ଼ା, ୨୪/୬: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ ରାଉତ(୫୫)

Read Full Article

ନୂଆପଡ଼ାରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ସିଆରପିଏଫର ୩ ଯବାନ ସହିଦ

ନୂଆପଡ଼ା,୨୧/୬: ନକ୍ସଲ ହମଲାରେ ସହିଦ ହୋଇଛନ୍ତି ୩ ସିଆର୍ପିଏଫ୍ ଯବାନ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ହୋଇଛି ଏହି ହମଲା। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହୋଇଥିଲା ହମଲା।ସହିଦ ଯବାନମାନେ ହେଲେ

Read Full Article

ଘରର ଆଜବେଷ୍ଟ କାମ କଲା ବଜ୍ରଘାତ,୪ ମୃତ ଓ ୨ ଜଣ ଗୁରୁତ.ମେଡ଼ିକାଲରେ ଭର୍ତ୍ତି

    ଘରର ଆଜବେଷ୍ଟ କାମ କଲା ବଜ୍ରଘାତ,୪ ମୃତ ଓ ୨ ଜଣ ଗୁରୁତ.ମେଡ଼ିକାଲରେ ଭର୍ତ୍ତି

ନୂଆପଡ଼ା, ୧୯/୬: ଘରର ଆଜବେଷ୍ଟସ ପକାଉ ଥିଲେ। ଏହି ସମୟରେ ଆକାଶରେ ଘୋଟିଯାଇଥିଲା ମେଘ। ଆରମ୍ଭ ହୋଇଯାଇଥିଲା ଜୋର ପବନ। ମେଘପବନକୁ ଦେଖି ଶୀଘ୍ର କାମ ସାରିଦେବାକୁ ଚେଷ୍ଟା କରୁଥିଲେ ପରିବାର ଲୋକେ। ହେଲେ ବିଧିରବିଧାନ ଥିଲା ଭିନ୍ନ।ଅଚାନକ ବଜ୍ରପାତ ହେଲା।

Read Full Article

ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

    ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା,୨୧/୫: ଦିନ ଦ୍ୱିପହରରେ ବାପାପୁଅଙ୍କୁ ଆଖି ବୁଜା ଫାୟାରିଂ କଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ରାବଣ ଛକରେ।ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଛି।

Read Full Article

ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ

    ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ

ନୂଆପଡ଼ା, ୧/୩: କୁହାଯାଇଥାଏ ଦ୍ରୁତ ଗତି, ମହା ବିପତ୍ତି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ରାସ୍ତାରେ ଯିବା ବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ

Read Full Article

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ନୂଆପଡ଼ା,୨/୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।

Read Full Article

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30