By Tapaswini Sahoo Bhubaneswar/Odisha, Oct 17 : AvinashGroup,CentralIndia’slargestrealestatedeveloper,is hosting its two-day ‘Invest in Raipur’Real Estate Expo on 16 and 17 October 2026 at The Crown, IHCL SeleQtions, Bhubaneswar. TheinitiativemarksanimportantstepintheGroup’sengagementwithOdisha,bringingitsthree-decade-long legacy,
Tag "Odisha"
ଓଡ଼ିଶା, ୧୭/୧୦ : ଓଡ଼ିଶା ସମେତ ସାରା ଦେଶରେ ନିଷ୍ଠାର ସହ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା। ଏହି ପବିତ୍ର ଅବସରରେ ମା’ଙ୍କର ନଅଟି ଭିନ୍ନ ଭିନ୍ନ ସ୍ୱରୂପକୁ ଆରାଧନା କରାଯାଉଥିବା ବେଳେ, ସପ୍ତମ ଦିବସ ବା ମହାସପ୍ତମୀରେ
By Prakash Panigrahi Koraput/Odisha, Oct 16 : As part of the month-long Seva Sankalp Abhiyan, TP Southern Odisha Distribution Limited (TPSODL) flagged off its Solar Rath from the Koraput Collectorate
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୧୬/୧୦: ୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୧୦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ଚାଲିଥିବା ନବଦିନାତ୍ମକ ଦୁର୍ଗାପୂଜା ତୃତୀୟ ଦିନରେ ପହଂଚିଛି। ଆଜି ପୂର୍ବାହ୍ନରେ ରାମାୟଣ ପାରାୟଣର ରାମ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧୦ : ବୌଦ୍ଧ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବୀରନରସିଂପୁର ଠାରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୧୦ : ଖୋରଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସୋସାଇଟିର ପଦପଦବି
ଭୁବନେଶ୍ୱର,୧୫ /୧୦: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର/ଓଡ଼ିଶା, ୧୫/୧୦ : ଆଜି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧୦ : ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସି ଫାଉଣ୍ଡେସନ୍ର ସହଯୋଗରେ SLECI ଏସ:ଏଲ:ଇ:ସି:ଆଇ ପ୍ରକଳ୍ପ ଅଧୀନରେ ଏଙ୍ଗାରସିଙ୍ଗି







