କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ ବୌଦ୍ଧ ସହରସ୍ଥିତ ମର୍ଜାକୁଦ କଲ୍ୟାଣ ମଣ୍ଡପଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଭୁବନେଶ୍ୱରରୁ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ମାନ୍ୟବର
Tag "Odisha"
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୬ : ଓରମାସ, ବୌଦ୍ଧ ଆନୁକୂଲ୍ୟରେ ଆଦର୍ଶ କୃଷି ବଜାର, ବୌଦ୍ଧ ଠାରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ “ଗାଁ ଆମ୍ବ ପସରା” ଆଜି ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲାପାଳ ବୌଦ୍ଧ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ
ଭୁବନେଶ୍ବର, ୧୨/୬ : ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୨/୬ : ଆଜି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଦୁଇ ବର୍ଷ ପୂରଣ କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୬ : ଜିଲ୍ଲାସ୍ତରୀୟ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ-୨୦୨୬ ଉପଲକ୍ଷେ ସାପ୍ତାହିକ ଅଭିଯାନ-୨୦୨୬ ପାଳନ ଅବସରରେ ଆଇ:ଏସ:ଆର:ଡି: ୱାନ୍ ଷ୍ଟପ୍
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଗଠନ ହେଲା ପାଇକ ଖଣ୍ଡାୟତ କୁଳ ସମାଜ । ବାଲିଗୁଡା ନୂଆସାହି ର
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୬ : ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରୀଅନନ୍ତ ପୁରୁଷୋତ୍ତମ ପୂର୍ଣ୍ଣ ବିଗ୍ରହ ଠାକୁରଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ ବୁଧବାର
ଭୁବନେଶ୍ୱର, ୧୧/୬ : ଓଡ଼ିଶା ରାଜନୀତିରେ ଆଉ ଏକ ବଡ଼ ସମୀକରଣର ସଙ୍କେତ। ବିଜେଡି ଛାଡ଼ିବାର ମାତ୍ର କିଛି ଦିନ ମଧ୍ୟରେ ବିଜେପି ଟିକେଟ୍ରେ ରାଜ୍ୟସଭାକୁ ପହଞ୍ଚିଛନ୍ତି






