Indus Valley Times

Tag "Poem Kaunrikanya by Alex Stewart Sahoo"

କାଉଁରୀ କନ୍ୟା

ଆଲେକ୍ସ ଷ୍ଟିୱାର୍ଟ ସାହୁ ସ୍ଵର୍ଗର ପରୀ ତୁମେଅନୁପମା, ଅପୂର୍ବ ସୁନ୍ଦରୀ,ତୁମ ରୂପ ଲବ୍ୟଣ୍ୟରୁ ଅମୃତ ଝରେମୁନୀ, ଋଷି ଟଳି ଯିବେସେ ପୀୟୂଷ ପାନ କରି । ମଥାରେ ତୁମର ଚନ୍ଦ୍ରର ଝଲକଚିବୁକରେ ସୂର୍ଯ୍ୟଙ୍କ ରକ୍ତିମ ଅଭା,ଶାନ୍ତ, କମନୀୟା ସୁନାର ହରିଣୀ ଗୋ

Read Full Article

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031