Legatus

Tag "raid at jharpada jail"

ଆକ୍ସନରେ କମିଶନରେଟ୍ ପୋଲିସ, ଝାରପଡ଼ାରେ ଜେଲରେ ସକାଳୁ ସକାଳୁ ରେଡ୍

    ଆକ୍ସନରେ କମିଶନରେଟ୍ ପୋଲିସ, ଝାରପଡ଼ାରେ ଜେଲରେ ସକାଳୁ ସକାଳୁ ରେଡ୍

ଭୁବନେଶ୍ବର, ୨୦/୩: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି।ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି।

Read Full Article

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31