ବଣାଇ/ଓଡ଼଼ିଶା,୬/୧୨ : ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ୧୪୩ ନଂ ଜାତୀୟ ରାଜପଥର ଗମଲେଇ ନିକଟରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପରିଚୟ ଏ ପର୍ୟ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ
Tag "road accident"
କବିସୂର୍ଯ୍ୟନଗର/ ଗଞ୍ଜାମ,୯।୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ରଣିପଡ଼ା ଗାଁରେ ମିଟୁ ପରିଡ଼ା ଓ ଶାଳବଣ ଗାଁର କାଶୀନାଥ ସେଠୀ ବୋଲି
ରାୟଗଡା, ୨୫/୯ : ଗୁରୁବାର ରାୟଗଡା ଜିଲ୍ଲା ଗୁଣପୁର ଥାନା ଆନ୍ତର୍ଗତ ଭାଲେରୀ କୁଡିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଟିପ୍ପର ଗାଡି ଗଛରେ ପିଟି ହୋଇଯାଇଛି । ଯାହା ଫଳରେ ଦୁଇ
ବୈପାରୀଗୁଡ଼ା,୧୬/୫ : ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅଧୀନରେ ୩୨୬ ଜାତୀୟ ରାଜଥର ଗୌଡଗୁଦ ଛକ ନିକଟରେ ଘଟିଥିଲା, ଯେଉଁଥିରେ ତିନି






