Indus Valley Times

ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା

 Breaking News

ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା

ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା
July 28
11:53 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୨୮/୭ : ବେଦ ମାନବ ସଭ୍ୟତା ର ପ୍ରଥମ ଶାସ୍ତ୍ର । ଏହି ପରମ ଗ୍ରନ୍ଥ ଅକ୍ଷୟ ବିଚାରର ମ।ନସରୋବର ।
ବେଦ ଭାରତୀୟ ଧର୍ମ ସଂସ୍କୃତିର ପ୍ରାଣ । ଶ୍ରାବଣ ମାସ ଅତି ପବିତ୍ର ମାସ । ଥିଙ୍କର୍ସ କ୍ଲବ ର ୧୨୮ ତମ ଆଭ।ଶୀ ଆଲୋଚନା ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।
ଲଣ୍ଡନ ରୁ ଡାକ୍ତର ଭାଗ୍ୟଶ୍ରୀ ସିଂହ ଆଲୋଚନା ଟିକୁ ଉଦ୍ଘାଟନ କରିଥିଲେ ହରିୟାନ ରୁ ସ୍ବାମୀ ସ।ନ୍ତନନ୍ଦ୍ ସରସ୍ଵତୀ, ଡେରାଡୁନ ରୁ ଆଚାର୍ଯ୍ୟ ଅନ୍ନପୂର୍ଣ୍ଣା ଦେବୀ ଓ ଋଷିକେଶରୁ ସ୍ବାମୀ ଶ୍ୟାମ।
ନନ୍ଦ ପ୍ରମୁଖ ଆଲୋଚନ ରେ ଯୋଗଦେଇ ସତସଙ୍ଗ ଦୃଷ୍ଟିରୁ ଏହି ମାସ ଏକ ପବିତ୍ର ଓ ଅତି ଗୁତ୍ୱପୂର୍ଣ୍ଣ ମାସ ଅଟେ । କଲିକତା ରୁ ଆଧ୍ୟାତ୍ମିକ ଶିକ୍ଷକ ଯୋଗିନୀ ଯୋଗମାୟା ଧନ୍ୟବାଦ୍ ଦେଇଥିଲେ । ଆଭାଶୀ ଆଲୋଚନା ଟିକୁ ଜ୍ୟୋତି ମଲ୍ଲ ଓ ବିଭୂଦତ୍ତ ମହାନ୍ତି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031