Indus Valley Times

“ଓଡ଼ିଶାକୁ ନାହିଁ ନିପା ଭୟ”- ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

 Breaking News

“ଓଡ଼ିଶାକୁ ନାହିଁ ନିପା ଭୟ”- ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

“ଓଡ଼ିଶାକୁ ନାହିଁ ନିପା ଭୟ”- ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
January 15
18:50 2026

ଭୁବନେଶ୍ୱର ୧୫/୧: ପଶ୍ଚିମବଙ୍ଗରେ ନିପା ଭାଇରସ ଆତଙ୍କ । ୨ ନର୍ସଙ୍କଠାରେ ଭୂତାଣୁ ଚିହ୍ନଟ ପରେ ଓଡ଼ିଶାରେ ଭୟ ବଢିଛି । ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । କାରଣ ଯେହେତୁ ପଶିମବଙ୍ଗ ଓଡ଼ିଶାର ପଡ଼ୋଶୀ ରାଜ୍ୟ । ସେଥିପାଇଁ ବେଶି ଆଲର୍ଟ । ଭାରତ ସରକାର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି ।
୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି । କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବାର ନାହିଁ । ଓଡ଼ିଶାରେ ନିପା ଭାଇରସ ରୋଗୀ ଚିହ୍ନଟ ହୋଇନି । ଭାରତ ସରକାରଙ୍କ ଏକ ଟିମ ପଶ୍ଚିମ ବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶା ସରକାର ଵି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ପଶ୍ଚିମ ବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି ହେଲେ ବ୍ୟାପିବାର ଖବର ଆସିନାହିଁ । ଯେଉଁଥିପାଇଁ ଓଡ଼ିଶାକୁ ବର୍ତମାନ ଭୟ କରିବା ଦରକାର ନାହିଁ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031