Indus Valley Times

ଚେକିଂ ବେଳେ ଅଘଟଣ, ହୋମଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ

 Breaking News

ଚେକିଂ ବେଳେ ଅଘଟଣ, ହୋମଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ

ଚେକିଂ ବେଳେ ଅଘଟଣ, ହୋମଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ
July 13
10:31 2024

ପାରାଦୀପ, ୧୩/୭: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପର ଦୋଛକିରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ଚାପିଦେଲା ଲୁହାପଥର ବୋଝେଇ ଟ୍ରକ୍।
ମୃତ ହୋମଗାର୍ଡ ହେଲେ ସ୍ଥାନୀୟ ବାଲଡିହ ଗ୍ରାମର ରାଜନ ପ୍ରଧାନ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପାରାଦୀପ – କଟକ ଓ ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ଆଜି ଭୋରରୁ ଧାଡ଼ି ଭାଙ୍ଗି ଯାଉଥିବା ଟ୍ରକକୁ ହୋମଗାର୍ଡ ରାଜନ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଧକ୍କା ଦେଇ ପଳାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031