Indus Valley Times

ଛଟ ପୂଜାରେ ଚପଲ ପିନ୍ଧି ପୂଜା କଲେ ରିଲ୍ ଲାଇଫର ରାମ, ଗୁରୁମିତଙ୍କୁ ଟ୍ରୋଲ କଲେ ୟୁଜର୍ସ

 Breaking News

ଛଟ ପୂଜାରେ ଚପଲ ପିନ୍ଧି ପୂଜା କଲେ ରିଲ୍ ଲାଇଫର ରାମ, ଗୁରୁମିତଙ୍କୁ ଟ୍ରୋଲ କଲେ ୟୁଜର୍ସ

ଛଟ ପୂଜାରେ ଚପଲ ପିନ୍ଧି ପୂଜା କଲେ ରିଲ୍ ଲାଇଫର ରାମ, ଗୁରୁମିତଙ୍କୁ ଟ୍ରୋଲ କଲେ ୟୁଜର୍ସ
November 12
11:32 2021

ନୂଆଦିଲ୍ଳୀ, ୧୨।୧୧ : ସବୁଆଡେ ଛଟ୍ ପୂଜା ବଡ଼ ଧୁମଧାମରେ ପାଳିତ ହୋଇଛି । ଟିଭି କଳାକାରଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ମାନେ ପାଳନ କରିଛନ୍ତି ଛଟ୍ ପୂଜା। ଏ
ହାରି ଭିତରେ ଅଭିନେତା ଗୁରୁମିତ ଚୌଧୁରୀଙ୍କ ପତ୍ନୀ ଦେବିନା ମଧ୍ୟ ଛଟ୍ ପୂଜା କରିଛନ୍ତି । ଗୁରମିତ୍ ମଧ୍ୟ ତାଙ୍କ ସହ ଛଟ୍ ପୂଜା ପାଳନ କରିଛନ୍ତି । ଯାହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଛି ।
ତେବେ ତାଙ୍କର ଏହି ଫଟୋରେ ଗୁରୁମିତ ଚୌଧୁରୀ ଚପଲ ପିନ୍ଧି ପୂଜା କରୁଥିବାର ନଜର ଆସିଛନ୍ତି । ଯେତେବେଳେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିଥିଲେ। ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଏବଂ ତାଙ୍କୁ ଠିକ୍ ଭାବରେ କେମିତି ପୂଜା କରାଯାଏ ତାହା ମଧ୍ୟ ଶିଖାଇବା ଆରମ୍ଭ କରି ଦେଇଥିଲେ ।
ତେବେ ଗୁରୁମିତଙ୍କ ଚପଲ ପିନ୍ଧି କିପରି ପୂଜା କରୁଛନ୍ତି । ଏହାକୁ ନେଇ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଆଉ ଏହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031