Indus Valley Times

ନୟାଗଡ଼ : ୟାମାହାର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ ସାମ୍ନାରେ ଶୁଭାରମ୍ଭ

 Breaking News

ନୟାଗଡ଼ : ୟାମାହାର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ ସାମ୍ନାରେ ଶୁଭାରମ୍ଭ

ନୟାଗଡ଼ : ୟାମାହାର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ ସାମ୍ନାରେ ଶୁଭାରମ୍ଭ
February 26
22:04 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୬/୨ : ୟାମାହା ର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ ସାମ୍ନାରେ ଶୁଭାରମ୍ଭ ହୋଇଯାଇଛି ।ବିଗତ ଦିନରେ ନୟାଗଡରେ ୟାମାହା ର କୌଣସି ଶାଖା ନଥିବାବେଳେ ଏହା ବର୍ତମାନ ନୂତନ ଶାଖା ହୋଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୟାମାହା ଟିମ ଭାରତର ଉପସଭାପତି ଶ୍ରୀଯୁକ୍ତ ରବିନ୍ଦର ସିଂ ଯୋଗଦେବା ସହିତ ସୋରୁମ ର ଉଦଘାଟନ କରିଥିଲେ । ବର୍ତମାନ ସମୟରେ ଯେଉଁ ସବୁ ନୂତନ ମଡେଲର ଗାଡିଗୁଡିକ ବାହାରିଛି ତାର ବିଶେଷତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହିତ ସୁରକ୍ଷିତ ଗାଡ଼ି ଚଳାଇବା ଉପରେ ଯୁବପିଢିଙ୍କୁ ବାର୍ତା ଦେଇଥିଲେ ।
ଏହି ଉଦ୍ଘାଟନୀ ଉତ୍ସବରେ ନୟାଗଡ ଶାଖାର ପ୍ରତିଷ୍ଠାତା ସନ୍ତୋଷ କୁମାର ଦୋରା ଉପସ୍ଥିତ ରହିବାସହିତ ତାଙ୍କ ପରିବାର, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ରାଣୀ ମହାପାତ୍ର ଏବଂ ଶାଖାର ସମସ୍ତ କର୍ମଚାରୀ ମାନେ ରହି କାଯ୍ୟକ୍ରମକୁ ସଫଳ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30