ରାଜ୍ୟରେ ଆଉ ୧୫୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
![ରାଜ୍ୟରେ ଆଉ ୧୫୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ](http://indusvalleytimes.com/news/wp-content/uploads/2020/06/Corona-680x365_c.jpg)
October 30
11:45
2020
ଭୁବନେଶ୍ୱର,୩୦/୧୦: ରାଜ୍ୟରେ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୫୬ଟି ହେଉଛି ଲୋକାଲ୍ କେସ୍।