Indus Valley Times

ଅମ୍ବର କର ହେଲେ ଯାଜପୁର ଜିଲ୍ଲାପାଳ

 Breaking News

ଅମ୍ବର କର ହେଲେ ଯାଜପୁର ଜିଲ୍ଲାପାଳ

July 23
21:14 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୩/୭ : ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରକୁ ନିଯୁକ୍ତି ଦିଆଯାଇଛି। ଶ୍ରୀ କର ପୂର୍ବରୁ ଅବକାରୀ ବିଭାଗର ସ୍ଵତନ୍ତ୍ର ସଚିବ ସହ ଓଏସବିସିଏଲର ପରିଚାଳନା ନିର୍ଦେଶକ ଭାବେ ଦାୟିତ୍ଵରେ ଥିଲେ।
ଯାଜପୁର ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କୁ ଅବକାରୀ କମିସନର ଭାବେ ନିଯୁକ୍ତି ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031