ଅରୁଣ କୁମାର ସାହୁ Mob- 7978210090
ସାହିତ୍ୟ ପୃଷ୍ଠା
ସମୀକ୍ଷା ଦଳାଇକ୍ଲାସ୍ : ୫ (ଖ) ଡିଏଭି, ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ! ଖାଦ୍ୟ ପାଇଁ ଆମ କୃଷକ ଭାଇ,ନିଇତି କ୍ଷେତରେ ଥାଏସକାଳୁ ସଅଞ୍ଜ ପରିଶ୍ରମ କରିଖାଇବା ଆମକୁ ଦିଏ ! ଖାଦ୍ୟ ପାଇଁ ପରା ଭୋକିଲା ରୁହନ୍ତିକେତେ କେତେ
ରଶ୍ମିତା ସାହୁ ଗୋଟିଏ ସମୟେନୂଆ ରୂପ ନେଇକୋଭିଡ ଆସୁଛି ମାଡି ।ଏହି ସମୟରେବାତ୍ୟା ଆସୁଛିସମୁଦ୍ରରୁ ମୁହଁ କାଢି ।।ଜୀବନ-ଜୀବିକାପ୍ରଭାବିତ ହେବପକାଇଲେ ଦୁହେଁ ତାଡି ।। ଟିଭି ପରଦାରୁଖବର
ସ୍ୱାଗତିକା ଭୂତିଆ ତୁ ମନେପଡୁ ଢ଼େର ଆଜିମନେ ପଡେ ତୋ ସେହି ଅନ୍ତରଙ୍ଗ କଥା,କେଉଁ ଦୂର ରାଇଜେ ଅଛୁଜଣା ନାହିଁ ମତେଭାବିଲେ ସେ ପୁରୁଣା ଦିନମନେ ଉଠେ
ରଶ୍ମିତା ସାହୁ ଝିଅ ହେଉ କି ପୁଅ ଯେତେବେଳେ ଘରେ ଥାଏ ତା ପାଖରେ ସବୁକିଛି ଥାଏ… ଭଲପାଇବା, ଘରଲୋକଙ୍କ ସ୍ନେହ, ମମତା, ଯେତେବେଳେ ଯାହା ଇଛା
ଆଲେକ୍ସ ଷ୍ଟିୱାର୍ଟ ସାହୁ ସ୍ଵର୍ଗର ପରୀ ତୁମେଅନୁପମା, ଅପୂର୍ବ ସୁନ୍ଦରୀ,ତୁମ ରୂପ ଲବ୍ୟଣ୍ୟରୁ ଅମୃତ ଝରେମୁନୀ, ଋଷି ଟଳି ଯିବେସେ ପୀୟୂଷ ପାନ କରି । ମଥାରେ
ରଶ୍ମିତା ସାହୁ ଖୋଜୁଛି ମୁଁଠିକ୍ ମୋ ପରି ମଣିଷଟିଏ,ଥିବ ସରଳ ହୃଦୟ,ସମସ୍ତଙ୍କୁ ବିଶ୍ୱାସ କରୁଥିବା ମନବାରମ୍ବାର ପଡି ଉଠିବାର କରୁଥିବସାହସ ସଞ୍ଚୟ ।। ଏଠି କିନ୍ତୁ ମଣିଷ
ଡକ୍ଟର ଗୌରାଙ୍ଗ ଚରଣ ରାଉତ ମନେ ରଖି ଥା’ସରୁ ତିଳକକୁବଚନ ମଧୁରଠକଙ୍କର ଗୁରୁଚିହ୍ନି ନ ପାରିଲେଜୀବନ ତମାମଭୋଗିବାକୁ ହେବ ବାର ହୀନସ୍ତା । କଥା କୁହାଳିଆକପିଳା ଦଳକରିପାରନ୍ତି