Indus Valley Times

ଅହିଂସା ରଥକୁ ଦାନଗଦି ଠାରେ ଭବ୍ୟ ସମ୍ବର୍ଦ୍ଧନା

 Breaking News

ଅହିଂସା ରଥକୁ ଦାନଗଦି ଠାରେ ଭବ୍ୟ ସମ୍ବର୍ଦ୍ଧନା

September 21
12:17 2022

ଯାଜପୁର ,୨୧/୯:ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୭ ଦିନ ବ୍ୟାପି ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ଯାଇ ସ୍ୱାଧୀନତା ଦେଇଥିଲେ। ଅହିଂସା ହିଁ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ। ହିଂସାର ପରାଜୟ ହୋଇ ଯୁଗେ ଯୁଗେ ଅହିଂସାର ବିଜୟ ହୋଇଛି । ସର୍ବତ୍ର ଅହିଂସା ରଥର ଆଗମନରେ ଜନସାଧାରଣଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି। ମଙ୍ଗଳବାର ଦିନ ଏହି କ୍ରମରେ ଅହିଂସା ରଥ ଯାଜପୁର ଜିଲା ଦାନଗଦି ବ୍ଲକ ରେ ବ୍ଲକ ଅଧକ୍ଷା ଅର୍ଚ୍ଚନା ଦାସ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30