Indus Valley Times

ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ, ଘଟଣା ପଛରେ ଏକ ରାକେଟ ରହିଥିବା ସନ୍ଦେହ

 Breaking News

ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ, ଘଟଣା ପଛରେ ଏକ ରାକେଟ ରହିଥିବା ସନ୍ଦେହ

April 10
16:08 2025

ବଲାଙ୍ଗୀର, ୧୦/୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର କରିଛନ୍ତି।
ଉଦ୍ଧାର ଶିଶୁକୁ ସିଡବ୍ଳୁସିରେ ହାଜର କରାଯିବା ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଯାଇଛି । ଶିଶୁ ପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା କୁହାଯାଇଛି। ଶିଶୁ ଉଦ୍ଧାର ପରେ ବଲାଙ୍ଗୀର ଜିଲାରେ ଶିଶୁ ବିକ୍ରି ରାକେଟ ସକ୍ରିୟ ଥିବା ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031