Indus Valley Times

ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

 Breaking News

ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

September 01
18:44 2025

ଭୁବନେଶ୍ୱର, ୧/୯ : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କିପରି କରାଯିବ, ସେଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି।
ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବଡ଼ ନିଷ୍ପତି ନିଆଯାଇଛି ।
ଏଥର ଭୁବନେଶ୍ୱରରେ ଦୁର୍ଗାପୂଜା ଭସାଣୀରେ ଡିଜେ ବାଜିବନି । ଏପରିକି ଲେଜର ଲାଇଟ୍ ଏବଂ ବାଣ ମଧ୍ୟ ଫୁଟାଇ ହେବ ନାହିଁ। କେବଳ ପାରମ୍ପରିକ ବାଜାରେ କରାଯିବ ମା’ଙ୍କ ଭସାଣୀ। ଆଜି କମିଶନ ପୁଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930