Indus Valley Times

ଓୟୁଜେ ବୌଦ୍ଧ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

 Breaking News

ଓୟୁଜେ ବୌଦ୍ଧ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଓୟୁଜେ ବୌଦ୍ଧ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
November 16
19:13 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୧ : ବୌଦ୍ଧ ଜିଲ୍ଲା ଓୟୁଜେ ଶାଖା ପକ୍ଷରୁ ବୌଦ୍ଧ ଜିଲ୍ଲା ବାମଣ୍ଡା ହୋଟେଲ ପସନ୍ଦ ଠାରେ ଜାତୀୟ ପ୍ରେସ ଦିବସ ସଭାପତି କମ୍ଭୁଧର ଖେତୀଙ୍କ ସଭାପତିପତିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ମନରଞ୍ଜନ ନାଏକ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ ।
ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସରକାର ଯେମିତି ସାମ୍ବାଦିକ ମାନଙ୍କୁ ପେନସନ, ପଟେକ୍ସନ, ଆକ୍ରିଡେସନ ଯୋଗାଇ ଦେବାକୁ ସେ ନେଇ ବୈଠକରେ ଆଲୋଚନା କରାଗଲା ।
ଏଥିରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ସଂଘର ସହ ସମ୍ପାଦକ ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930