Indus Valley Times

କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ

 Breaking News

କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ

କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ
November 03
18:08 2022

କେନ୍ଦୁଝର, ୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ ବୋଲି ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031