Indus Valley Times

ଗତକାଲି ସଫଳ ଅସ୍ତ୍ରୋପଚାର ହୋଇଥିଲା: ଆଜି ଆଖି ବୁଜିଲା ହାତୀ

 Breaking News

ଗତକାଲି ସଫଳ ଅସ୍ତ୍ରୋପଚାର ହୋଇଥିଲା: ଆଜି ଆଖି ବୁଜିଲା ହାତୀ

ଗତକାଲି ସଫଳ ଅସ୍ତ୍ରୋପଚାର ହୋଇଥିଲା: ଆଜି ଆଖି ବୁଜିଲା ହାତୀ
October 03
15:48 2022

ବାରିପଦା, ୩/୧୦: ଆଖି ବୁଜିଲା ଦନ୍ତା । ବାରିପଦା ବନଖଣ୍ଡ ଅଧିନସ୍ଥ କେ.ସି ପୁର ଜଙ୍ଗଲରେ ଆଘାତ ପ୍ରାପ୍ତ ଗୋଡର ଅପରେସନ୍ ପରେ ଜଙ୍ଗଲରେ ଛଡାଯାଇଥିବା ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ବହୁଦିନରୁ ହାତୀଟି ଶିକାରୀ ଫାଶ ଦ୍ୱାରା ଗୋଡରେ ଆଘାତ ପାଇ କଷ୍ଟ ପାଉଥିଲା ।
ଗତକାଲି ଭୁବନେଶ୍ୱରରୁ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଆସି ହାତୀଟିକୁ ଅଚେତ କରି ଚିକିତ୍ସା କରିଥିଲେ । ତେବେ ନିର୍ଦ୍ଧିଷ୍ଟ ଭାବରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ଜଣା ପଡିନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଫୋନ ଯୋଗେ କହିଛନ୍ତି ବାରିପଦା ଡିଏଫଓ ସନ୍ତୋଷ ଯୋଶୀ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031