Indus Valley Times

ଚଣ୍ଡିଗଡ ଗ୍ରାମରେ ମହିଳା ଏସଏଚଜି ଦ୍ବାରା ହୋଇଥିବା ମାଛ ଚାଷ ପୋଖରୀ ପରିଦର୍ଶନ କଲେ ଜିଲ୍ଲାପାଳ

 Breaking News

ଚଣ୍ଡିଗଡ ଗ୍ରାମରେ ମହିଳା ଏସଏଚଜି ଦ୍ବାରା ହୋଇଥିବା ମାଛ ଚାଷ ପୋଖରୀ ପରିଦର୍ଶନ କଲେ ଜିଲ୍ଲାପାଳ

December 10
17:34 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୧୨ : ସୋମବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମିଶନ ଶକ୍ତି ମହିଳା ଏସଏଚଜି ସଦସ୍ୟା ମାନଙ୍କ ଦ୍ବାରା ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ଗ୍ରାମରେ ହୋଇଥିବା ମାଛ ଚାଷ ପୋଖରୀ ପରିଦର୍ଶନ କରିଥିଲେ ।
ଗ୍ରାମର ସନ୍ତୋଷୀ ଏସଏଚଜି ଦ୍ବାରା କରା ଯାଇଥିବା ମାଛ ଚାଷ ପୋଖରୀ ଦେଖିବା ସହ ଗୋଷ୍ଠି ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ବନାଥ କ୍ଷେତି, ଚିନ୍ମୟୀ ଶୁଭସ୍ମିତା ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930