Indus Valley Times

ଚନ୍ଦ୍ରପୁରବ୍ଲକରେ ସୁଭଦ୍ରାରଥକୁ ଭବ୍ୟ ସ୍ଵାଗତ

 Breaking News

ଚନ୍ଦ୍ରପୁରବ୍ଲକରେ ସୁଭଦ୍ରାରଥକୁ ଭବ୍ୟ ସ୍ଵାଗତ

September 17
20:42 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ

ଚନ୍ଦ୍ରପୁର,୧୭/୯: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ସୁଭଦ୍ରା ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା ।
ବ୍ଲକରେ ସୁଭଦ୍ରା ରଥକୁ ଉପସ୍ଥିତ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ଗୋଷ୍ଟି ଭାର ପ୍ରାପ୍ତ ଡାକ୍ତର ଅଭିଷେକ ନାୟକ,ଶିଶୁ ବିକାଶ ବିଭାଗ ଅଧିକାରୀ ଶ୍ରୀମତୀ ଗୀତା ରାଣୀ ସାହୁ, ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ବ୍ଲକ ଅଧିକ୍ଷକ କୋଇନ କିମ୍ବାକା, ଯୋଗାଣ ନୀରିକ୍ଷକ ମାନସ କୁମାର ଜେନା, ବି ଏସ ଏସ ଓ ରହିତ କୁମାର ପଣ୍ଡା, ସିପି ଗୋପିନାଥ ମୋହାଙ୍କୁଡ,ଦୁଷ୍ମନ୍ତ କିର୍ଷାନୀ, କୋନିଷ୍ଟ ଯନ୍ତ୍ରୀ ଦେବାଶିଷ ଗୌଡ଼, ଅରୁଣ ସାହୁ, ଓଏଲ ଏମର ଶ୍ରବଣ କୁମାର ସିଂ,ବି ପି ସି ଗଜେନ୍ଦ୍ର ନୀଶିକା ଓ ମିଶନ ଶକ୍ତିର କର୍ମଚାରୀ, ୱାଙ୍ଗନ୍ ବାଡି କର୍ମଚାରୀ ମାନେ ଉପସ୍ଥିତ ରହି ସୁଭଦ୍ରା ରଥକୁ ପ୍ରଥମେ ବନ୍ଦାପନା କରିସ୍ବାଗତ କରିଥିଲେ । ପରେ ସାହି ସାହି ବୁଲି ,ବିଭିନ୍ନ ଗ୍ରାମପଞ୍ଚାୟତର ଗ୍ରାମ ଗୁଡ଼ିକୁ ବୁଲି ଲୋକଙ୍କୁ ସଚେତନା ବାର୍ତ୍ତା ପହଞ୍ଚି ପାରିବ ବୋଲି ଏହାର ପ୍ରୟାସ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930