Indus Valley Times

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର: ପାଞ୍ଚ ଗିରଫ, ତିନି ପିସ୍ତଲ ଓ ବାଇକ ଜବତ

 Breaking News

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର: ପାଞ୍ଚ ଗିରଫ, ତିନି ପିସ୍ତଲ ଓ ବାଇକ ଜବତ

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର: ପାଞ୍ଚ ଗିରଫ, ତିନି ପିସ୍ତଲ ଓ ବାଇକ ଜବତ
November 23
11:54 2025

ରାଉରକେଲା,୨୩/୧୧ : ସକାଳୁ ସକାଳୁ ବଡ଼ ଧରଣର ଏନ୍‌କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି ରାଉରକେଲା କୁଚେଇତା ଓ ଲାମ୍ସୀ ନିକଟରେ। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରୁ ଡକାୟତି ଘଟଣାରେ ସଂପୃକ୍ତି ରହିଛି। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031