ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ
![ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ](http://indusvalleytimes.com/news/wp-content/uploads/2022/06/satendra-jain-in-ed-coustody-680x365_c.jpg)
June 06
22:35
2022
ନୂଆଦିଲ୍ଲୀ,୬/୬: ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କୋଲକତା ସ୍ଥିତ ଏକ କମ୍ପାନୀ ମାଧ୍ୟମରେ ହାୱଲା ମାର୍ଗରେ ଅର୍ଥ କାରବାର କରିଥିବା ଅଭିଯୋଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ ।
ପୁର୍ବରୁ ମେ ୩୦ରେ ଏହି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ଇଡି । ମେ ୩୧ରେ କୋର୍ଟ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଇଡି ହେପାଜତରେ ଦେଇଛି ।ଏହି ଅବଧି ଜୁନ ୮ରେ ସରିବ ।