Indus Valley Times

ନୟାଗଡ଼: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲୋକାର୍ପିତ ହେଲା ଜଗନ୍ନାଥଙ୍କ ଜଣାଣ

 Breaking News

ନୟାଗଡ଼: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲୋକାର୍ପିତ ହେଲା ଜଗନ୍ନାଥଙ୍କ ଜଣାଣ

June 15
14:58 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୬: ନୟାଗଡ଼ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପ ପ୍ରାଙ୍ଗଣରେ ଲୋକାର୍ପିତ ହୋଇଛି ସୁନ୍ଦର ଜଗନ୍ନାଥଙ୍କ ଜଣାଣ ମୋ ଧନରେ ମୋ ସୁନାରେ। ଏହି ଜଣାଣ ଟିର ଗୀତିକାର, ସଙ୍ଗୀତକାର ଶ୍ରୀମତୀ ଜୟଶ୍ରୀ ଦେବୀ ହୋଇଥିବା ବେଳେ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି।
ଏହି ଅବସରରେ ନାଟ୍ୟକାର, ସଙ୍ଗୀତକାର, ନାଟ୍ୟ ନିର୍ଦେଶକ , ଅଧ୍ୟାପକ ବିଜୟ ଚୌଧୁରୀ , କଣ୍ଠଶିଳ୍ପୀ ନବକିଶୋର ମିଶ୍ର , ମା ଫାଉଣ୍ଡେସନ ର ସମ୍ପାଦକ ରଞ୍ଜନ ରଶ୍ମୀ ଜେନା ଏବଂ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଲୋକାର୍ପିତ ଜଣାଣ ମୋ ଧନରେ ମୋ ସୁନାରେ ସଙ୍ଗୀତ କୁ ଉପଭୋଗ କରି ଭୂୟସୀ ପ୍ରଶଂସା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031