Indus Valley Times

ନୟାଗଡ଼ ମେରୁ ଶୋଭାଯାତ୍ରା ଗୋଷ୍ଠୀ ଏବଂ ହତ୍ୟାକାଣ୍ଡ ମାମଲା ୧୦ ଗିରଫ

 Breaking News

ନୟାଗଡ଼ ମେରୁ ଶୋଭାଯାତ୍ରା ଗୋଷ୍ଠୀ ଏବଂ ହତ୍ୟାକାଣ୍ଡ ମାମଲା ୧୦ ଗିରଫ

ନୟାଗଡ଼ ମେରୁ ଶୋଭାଯାତ୍ରା ଗୋଷ୍ଠୀ ଏବଂ ହତ୍ୟାକାଣ୍ଡ ମାମଲା ୧୦ ଗିରଫ
April 17
21:00 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୭/୪ : ନୟାଗଡ଼ ବହୁଚର୍ଚ୍ଚିତ ମେରୁ ଶୋଭାଯାତ୍ରା ଉତ୍ସବରେ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣା।
ନୟାଗଡ଼ ଟାଉନଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟା ଘଟଣାରେ ଦେଉଳ ପଲ୍ଲୀ ଗ୍ରାମର ରବି ପ୍ରଧାନ ଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଲୁଚାଇ ରଖିଥିବା ଅପରାଧ ରେ ରବି ର ଭଣଜା ବୋହୂ ରଶ୍ମିତା ଜେନା କୁ ପୋଲିସ ଗିରଫ କରିଛି।
ହତ୍ୟାକାଣ୍ଡ ପରେ ରବି ତାର ଭଣଜା ବୋହୂ ଘର ଦଶପଲ୍ଲା ରେ ଲୁଚି ରହିଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଦଶପଲ୍ଲା ସ୍ଥିତ ରଶ୍ମିତା ଙ୍କ ଘର ଉପରେ ଚଢାଉ କରି ରବି ପ୍ରଧାନ ଏବଂ ଦଶପଲ୍ଲା ସ୍ଥିତ ଅକ୍ଷୟ କୁମାର ରାଉତରାୟ ଙ୍କ ପତ୍ନୀ ରଶ୍ମିତା ଜେନା ଙ୍କୁ ଗିରଫ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031