ନୟାଗଡ଼ ଜିଲ୍ଲାର ମହାବିଦ୍ୟାଳୟରେ ଏବିଭିପି ୟୁନିଟ୍ ଗଠିତ
September 06
19:18
2021
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୯ : ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ନୟାଗଡ ଜିଲ୍ଲା ପକ୍ଷରୁ ନୟାଗଡ ମହାବିଦ୍ୟାଳୟ ଏବିଭିପି ୟୁନିଟ ଗଠନ ହୋଇଅଛି। ଏଥିରେ ପ୍ରାୟ ୩୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।
ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ଏବିଭିପି ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀମାନ ପରମେଶ୍ୱର ମହାନ୍ତି ଯୋଗ ଦେଇ ଥିଲେ । ଏହି ବୈଠକକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ବୃନ୍ଦାବନ ପ୍ରଧାନ ପରିଚାଳନା କରିଥିଲେ ।