Indus Valley Times

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଗୋଚାଲାଣକାରୀ ଅଟକ

 Breaking News

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଗୋଚାଲାଣକାରୀ ଅଟକ

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଗୋଚାଲାଣକାରୀ ଅଟକ
March 11
11:58 2025

ମୟୂରଭଞ୍ଜ, ୧୧/୩ : ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ।
ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା ସମୟରେ ଖବର ପାଇ ଥାନା ଅଧିକାରୀ ସୁମିତ କୁମାର ସୋରେନ ଧଡ଼ାସାହି ଛକ ନିକଟରେ ପହଞ୍ଚି ଉକ୍ତ ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ତେବେ ଉକ୍ତ ମଇଁଷିଗୁଡିକୁ ବିଳମ୍ବିତ ରାତିରେ ଥାନା ଅଧିକାରୀ ସୋରେନ ଥାନାକୁ ଆଣିଥିବା ବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031