Indus Valley Times

ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

 Breaking News

ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଅଭିଯୁକ୍ତ ଫେରାର
October 23
10:22 2022

ବାଲେଶ୍ଵର, ୨୩/୧୦: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ ହେଲେ କମଲ କୁମାର ଦାସ।
ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର । ଗତ ରାତ୍ରିରେ ଅଭିଯୁକ୍ତକୁ ୩ଟା୩୦ରେ ଗିରଫ କରି ପୋଲିସ ତନାଘନା ଚଳାଇଛି। ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031