Indus Valley Times

ବୌଦ୍ଧ: ସରସରା ଉଚ୍ଚ ବିଦ୍ୟାଳକୁ ଅଚନକ ଜିଲ୍ଲାପଳଙ୍କ ଗସ୍ତ

 Breaking News

ବୌଦ୍ଧ: ସରସରା ଉଚ୍ଚ ବିଦ୍ୟାଳକୁ ଅଚନକ ଜିଲ୍ଲାପଳଙ୍କ ଗସ୍ତ

December 15
10:22 2022

By Kambhudhar Kheti
ବୌଦ୍ଧ, ୧୫/୧୨: ବୁଧବାର ଦିନ ସରସରା ଉଚ୍ଚ ବିଦ୍ୟାଳୟରେ ଅଚକ୍ଷ ନକ ଭାବେ ପହଂଚି ଥିଲେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ । ସେଠାରେ ପହଂଚି ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିବା ସହ ଜ଼ିଲ୍ଲାପାଳ ନିଜେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ସହ ଭୋଜନ କରିଥିଲେ । ଏଥିସହିତ ସ୍ମାର୍ଟ ଶ୍ରେଣୀ ଗୃହ କୁ ଯାଇ ନବମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇ ଥିଲେ। ବିଦ୍ୟାଳୟ ର କକ୍ଷ ବୁଲି ଦେଖିବା ସହ ବିଦ୍ୟାଳୟ ପରିସର, ଲାଇବ୍ରେରୀ ବୁଲି ଛାତ୍ର ଛାତ୍ରୀ ଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ । ପରେ ପରେ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଜ଼ିଲ୍ଲାପାଳ ଙ୍କ ସହ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଏବଂ ଡି. ପି. ଏମ ରୂପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031