Indus Valley Times

ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

 Breaking News

ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’
May 18
17:34 2026

ଭୁବନେଶ୍ୱର,୧୮/୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।
ଏହା ପୂର୍ୱ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ ହେବ। କିଛି ମାସ ମଧ୍ୟରେ ଆଞ୍ଚଳିକ କାର୍ଯ୍ୟାଳୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930