Indus Valley Times

‘ମନ କି ବାତ’ରେ ସମ୍ବଲପୁରୀ ଶାଢ଼ୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

 Breaking News

‘ମନ କି ବାତ’ରେ ସମ୍ବଲପୁରୀ ଶାଢ଼ୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

‘ମନ କି ବାତ’ରେ ସମ୍ବଲପୁରୀ ଶାଢ଼ୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
July 28
15:21 2024

ନୂଆଦିଲ୍ଲୀ,୨୭/ ୨୮/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ୧୧୨ତମ ଏବଂ ତାଙ୍କ ତୃତୀୟ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ମନ୍ କି ବାତ୍ କାର‌୍ୟ୍ୟକ୍ରମ।
ଏଥିରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଶାଢ଼ି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930