Indus Valley Times

ମାଲକାନଗିରିରେ ଭୂକମ୍ପ ଝଟ୍‌କା, ୫ ରୁ ୭ ସେକେଣ୍ଡ ଯାଏଁ ଥରିଲା

 Breaking News

ମାଲକାନଗିରିରେ ଭୂକମ୍ପ ଝଟ୍‌କା, ୫ ରୁ ୭ ସେକେଣ୍ଡ ଯାଏଁ ଥରିଲା

ମାଲକାନଗିରିରେ ଭୂକମ୍ପ ଝଟ୍‌କା, ୫ ରୁ ୭ ସେକେଣ୍ଡ ଯାଏଁ ଥରିଲା
December 04
11:25 2024

ମାଲକାନଗିରି, ୪/୧୨: ଭୂମିକମ୍ପରେ ଥରିଲା ମାଲକାନଗିରି। ମୁଲୁଗୁ ଜିଲ୍ଳାରେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁର ଆଦି ସ୍ଥାନରେ ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ପ୍ରାୟ ୫ ଦଶମିକ ୩ ରହିଥିଲା ।
ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି। ଭୂକମ୍ପ ହେବାରୁ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ଭୟରେ ଲୋକେ। ଏପରିକି କିଛି ଲୋକ ମଧ୍ୟ ଘର ବାହାରକୁ ବାହାରୁନାହାନ୍ତି। ତେବେ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930