Indus Valley Times

ମୋହନଙ୍କ ଆକ୍ସନ: ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ

 Breaking News

ମୋହନଙ୍କ ଆକ୍ସନ: ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ

ମୋହନଙ୍କ ଆକ୍ସନ: ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ
November 05
12:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୫/୧୧ : ଓଇଝ ସ୍ତରରେ ଅଦଳବଦଳ । ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ । ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ।
ସେହିପରି ଗିରିଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ଅଶ୍ୱତୀ ଏସ୍.ଙ୍କୁ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ମିଳିଛି । ଅନ୍ୟପଟେ ଓଏଫ୍ଡିସି ଅଧ୍ୟକ୍ଷ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30