Indus Valley Times

ରାଉରକେଲାରେ ପହଁଞ୍ଚିଲା ୫ଜି ସେବା

 Breaking News

ରାଉରକେଲାରେ ପହଁଞ୍ଚିଲା ୫ଜି ସେବା

ରାଉରକେଲାରେ ପହଁଞ୍ଚିଲା ୫ଜି ସେବା
January 11
23:22 2023

ଭୁବନେଶ୍ବର,୧୧ ।୧: ରାଉରକେଲାରେ ୫ଜି ସେବା ଆରମ୍ଭ ହୋଇଛି । ରାଜ୍ୟର ତିନିଟି ସହରରେ ୫ଜି ସେବା ପହଞ୍ଚିଛି। ଭୁବନେଶ୍ବର ଓ କଟକ ପରେ ଏବେ ରାଉରକେଲାରେ ୫ଜି ସେବା ଆରମ୍ଭ ହୋଇଛି। ସେଠାରେ ଏୟାରଟେଲ୍ର ୫ଜି ଉପଲବ୍ଧ ହୋଇଛି।
ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ମଧ୍ୟ କଂପାନିର ୫ଜି ସେବା ମିଳିବ। ଗତ ୫ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ୫ଜି ସେବା ଆରମ୍ଭ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031