Indus Valley Times

ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଶରଣକୁଳ ମହାବିଦ୍ୟାଳୟର କର୍ମଚାରୀଙ୍କ ସମୂହ ଦୀପଦାନ

 Breaking News

ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଶରଣକୁଳ ମହାବିଦ୍ୟାଳୟର କର୍ମଚାରୀଙ୍କ ସମୂହ ଦୀପଦାନ

ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଶରଣକୁଳ ମହାବିଦ୍ୟାଳୟର କର୍ମଚାରୀଙ୍କ ସମୂହ ଦୀପଦାନ
September 17
10:39 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୧୭/୯ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଗତ ତା ୧୪/୯/୨୫
ରିଖ ରେ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ରେ ସମାହିତ ହୋଇଛି।
ସଂଘର ସଭାପତି ବିଶ୍ବରଂଜନ ଦାସ ଙ୍କ ଆହ୍ୱାନ କ୍ରମେ ସଂଘ ତା ୧୮/୯/୨୫ ରିଖ ଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ରାଜଧାନୀର ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ନିଆଯାଇଛି।
ସଂଘ ର ଏକମାତ୍ର ଦାବି ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅନୁଦାନ ପରିସର ଭୂକ୍ତ କରିବା ପାଇଁ ଶରଣକୁଳ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପିଠାଧିଶ ମହାପ୍ରଭୁ ଲଡୁବାବା ଙ୍କ ନିକଟରେ ସାମୁହିକ ଦୀପଦାନ ସହ ମହାପ୍ରଭୁ ଙ୍କ ଶୁଭାଶ୍ରିବାଦ କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031