Indus Valley Times

ଶ୍ରୀମନ୍ଦିର ସୁରକ୍ଷା ଦାବି କଲେ ନୟାଗଡ଼ ଜଗନ୍ନାଥ ପ୍ରେମୀ

 Breaking News

ଶ୍ରୀମନ୍ଦିର ସୁରକ୍ଷା ଦାବି କଲେ ନୟାଗଡ଼ ଜଗନ୍ନାଥ ପ୍ରେମୀ

April 08
19:28 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୪: ନୟାଗଡ଼ ଜଗନ୍ନାଥ ପ୍ରେମୀଙ୍କୁ ଲାଗିଛି ଝଟକା। ପୁରୀ ଶ୍ରୀମନ୍ଦିର ଚାରି ପାଖରେ ଗାତ ଖୋଳାଜିବା ଏବଂ ପ୍ରଶାସନ ଠାରୁ ଆରମ୍ଭ କରି ପୁରୀ ଲୋକସଭା ସାଂସଦ ଦେଇଥିବା ମନ୍ତବ୍ୟ ରେ ହତଉତ୍ସାଇତ ହୋଇ ନୟାଗଡ଼ ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଦାବି କରିଛନ୍ତି।
ଶୁକ୍ରବାରସନ୍ଧ୍ୟାରେ ଜଗନ୍ନାଥ ପ୍ରେମୀମାନେ ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ୍ଵିପ ଜାଳି ଶ୍ରୀମନ୍ଦିର ସୁରକ୍ଷା ଦାବି କରିଥିଲେ। ନୟାଗଡ଼ ଯୁବ ସଙ୍ଗଠୂ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବହୁ ଜଗନ୍ନାଥ ପ୍ରେମୀ ଭାଗନେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031