Indus Valley Times

ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ

 Breaking News

ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ

ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ
September 24
15:09 2023

ସୋନପୁର,୨୩/୯: ସୋନପୁରର ଉଲୁଣ୍ଡା ବ୍ଳକର ଚଡେଇପଙ୍କ ଗ୍ରାମର ଚାଷ ଜମି ହିଡ଼ରେ ଏକ ମହାବଳ ବାଘ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ଏହି ବାଘ ଯାଉଥିବା ଦୃଶ୍ୟକୁ ଦେଖି ଲୋକେ ଭିଡିଓ ସୁଟିଂ କରିଥିଲେ।
ବାଘ ଯାଉଥିବା ଅତି ନିକଟରେ ଜଣେ ଲୋକ ମଧ୍ୟ୍ୟ ଚାଷ ଜମିକୁ ବୁଲି ଦେଖି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଘ ଚାଷୀଙ୍କୁ ଦେଖି ପାରି ନ ଥିଲା। ଏହି ବାଘର ଆବିର୍ଭାବ ହେବା ଏ ଅଂଚଳରେ ଆତଙ୍କ ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031