Indus Valley Times

ଅନନ୍ୟା ଫାଉଣ୍ଡେସନ ତରଫରୁ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ

 Breaking News

ଅନନ୍ୟା ଫାଉଣ୍ଡେସନ ତରଫରୁ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ

ଅନନ୍ୟା ଫାଉଣ୍ଡେସନ ତରଫରୁ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ
August 22
19:37 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୨/୮ : ଗହ୍ମା ପୂର୍ଣ୍ଣିମା ଅବସରରେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ବଡ଼ସହରା, ଭାପୁର ଠାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବର ସଦସ୍ୟମାନେ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗୋ-ମାତାକୁ ବନ୍ଦାପନା କରି ପରେ ଏଣ୍ଡୁରି ପିଠା, ଚକୁଳି ପିଠା ଓ ଘାସ ଖାଇବାକୁ ଦିଆ ଯାଇଥିଲା। ପରେ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ରାକ୍ଷୀ ବନ୍ଧନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031