Indus Valley Times

ଅହମ୍ମଦାବାଦ ସିରିଏଲ୍ ବୋମା ବିସ୍ପୋରଣରେ ଘଟଣା: ୩୮ଜଣଙ୍କୁ ଫାଶୀ, ୧୧ଦୋଷୀଙ୍କୁ ଆଜୀବନ କରାଦଣ୍ଡ

 Breaking News

ଅହମ୍ମଦାବାଦ ସିରିଏଲ୍ ବୋମା ବିସ୍ପୋରଣରେ ଘଟଣା: ୩୮ଜଣଙ୍କୁ ଫାଶୀ, ୧୧ଦୋଷୀଙ୍କୁ ଆଜୀବନ କରାଦଣ୍ଡ

ଅହମ୍ମଦାବାଦ ସିରିଏଲ୍ ବୋମା ବିସ୍ପୋରଣରେ ଘଟଣା: ୩୮ଜଣଙ୍କୁ ଫାଶୀ, ୧୧ଦୋଷୀଙ୍କୁ ଆଜୀବନ କରାଦଣ୍ଡ
February 18
12:11 2022

ଅହମଦାବାଦ ୧୮/୦୨: ଅହମ୍ମଦାବାଦ ବିସ୍ଫୋରଣ; ୩୮ଙ୍କୁ ଫାଶୀ ଦଣ୍ଡାଦେଶ । ୨୦୦୮ ମସିହା ଅହମ୍ମଦାବାଦ ସିରିଏଲ୍ ବୋମା ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୧ଟି ବିସ୍ଫୋରଣ ହୋଇଥିଲା ।
ଅହମ୍ମଦାବା ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ । ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଯାଇଥିଲେ । ଫଳରେ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ୧୩ ବର୍ଷର ବିଚାର ମଧ୍ୟରେ ୧୧୬୩ ସାକ୍ଷୀଙ୍କ ବୟାନ୍ ରେକର୍ଡ କରାଯାଇଛି । ପୋଲିସ ଏବଂ ଆଇନ ଏଜେନ୍ସି ଗୁଡ଼ିକ ୬ ହଜାରରୁ ଅଧିକ ପ୍ରମାଣ ଉପସ୍ଥାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031