Indus Valley Times

ଆଇଏଏସ୍ ସ୍ତରରେ ଅଦଳବଦଳ : ୩ ଜିଲ୍ଲାର ଜିଲ୍ଲାପାଳ ବଦଳି, ଆଶିଷ ଠାକରେ ହେଲେ ବାଲେଶ୍ୱର ଡିଏମ୍‌

 Breaking News

ଆଇଏଏସ୍ ସ୍ତରରେ ଅଦଳବଦଳ : ୩ ଜିଲ୍ଲାର ଜିଲ୍ଲାପାଳ ବଦଳି, ଆଶିଷ ଠାକରେ ହେଲେ ବାଲେଶ୍ୱର ଡିଏମ୍‌

ଆଇଏଏସ୍ ସ୍ତରରେ ଅଦଳବଦଳ : ୩ ଜିଲ୍ଲାର ଜିଲ୍ଲାପାଳ ବଦଳି, ଆଶିଷ ଠାକରେ ହେଲେ ବାଲେଶ୍ୱର ଡିଏମ୍‌
February 28
15:14 2024

ଭୁବନେଶ୍ୱର,୨୮।୨ : ଆଇଏଏସ୍ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି।
ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲାପାଳ ଦାୟିତ୍ୱ ଦିଆଯାଇଛି।
ସେହିପରି ପୁରୀ ଜିଲାପାଳ ଥିଲା ବିଜୟ କୁମାର ଦାଶଙ୍କୁ ସିଏମ୍ସି କମିଶନର ଭାବେ ଦାୟିତ୍ୱ ମିଳିଛି । ଅନ୍ୟପକ୍ଷେ ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲାପାଳ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031