Indus Valley Times

ପିସିସିଏଫ ଭାବେ ନୂଆ ନିଯୁକ୍ତି ପାଇଲେ ଆଇଏଫଏସ ଶିଶିର କୁମାର ରଥ

 Breaking News

ପିସିସିଏଫ ଭାବେ ନୂଆ ନିଯୁକ୍ତି ପାଇଲେ ଆଇଏଫଏସ ଶିଶିର କୁମାର ରଥ

March 17
16:36 2021

ଭୁବନେଶ୍ବର ୧୭।୩: ଆଇଏଫଏସ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଶିର ରଥଙ୍କୁ ପିସିସିଏଫ ଭାବେ ନିଯୁକ୍ତି ଦିଆଯାଇଛି । ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲ୍ ଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା । ସେହି ପଦରେ ଶିଶିର ରଥଙ୍କୁ ନିଯୁକ୍ତ କରାଯାଇଛି ।
ଶିଶିର କୁମାର ରଥ ହେଉଛନ୍ତି ୧୯୮୭ ବ୍ୟାଚ୍ ର ଆଇଏଫଏସ । ଜଙ୍ଗଲ ବିଭାଗର ପିସିସିଏଫ ସହ ତାଙ୍କୁ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶିଶିର କୁମାର ରଥ ବର୍ତ୍ତମାନ ଜଙ୍ଗଲ ବିଭାଗର ଅତିରିକ୍ତ ଡିଜି ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031